ଚନ୍ଦ୍ରଶେଖରପୁରରେ ନାଇଟ୍‌ କର୍ଫ୍ୟୁକୁ ଫୁ’: ପୁଲିସ ମୁଖ୍ୟ ରାସ୍ତାରେ, ଗଳିକନ୍ଦିରେ ଅମାନିଆଙ୍କ ଉତ୍ପାତ

ଚନ୍ଦ୍ରଶେଖରପୁର: ଚନ୍ଦ୍ରଶେଖରପୁର ଓ ଇନ୍‌ଫୋସିଟି ଥାନା ଅଞ୍ଚଳରେ ନାଇଟ୍‌ କର୍ଫ୍ୟୁକୁ ଅମାନିଆ ଓ ଅପରାଧୀମା‌ନେ ଫୁ’ କରି ଦେଇଥିବା ଦେଖାଯାଉଛି। ଏହି ଅଞ୍ଚଳର ବାର୍‌ଗୁଡ଼ିକର ଗ୍ରାହକମାନେ ରାତିରେ ଫେରିବା ବେଳେ ରାସ୍ତାରେ ଉତ୍ପାତ କରୁଛନ୍ତି। ପୁଲିସ କିଛି ମୁଖ୍ୟ ରାସ୍ତାରେ ପାଟ୍ରୋଲିଂ କରୁଥିବା ବେଳେ ଅପରାଧୀମାାନେ ଗଳିକନ୍ଦିରେ ଅନାୟାସରେ ବିଚରଣ କରୁଛନ୍ତି। ଫଳରେ ଏହି ଅଞ୍ଚଳରେ ପ୍ରତିଦିନ ଛୋଟମୋଟ ଦୁର୍ଘଟଣା ସାଙ୍ଗକୁ ଚୋରି ଛିନ୍‌ତାଇ ବଢ଼ିବାରେ ଲାଗିଛି। ଅମାନିଆମାନଙ୍କ ଦ୍ରୁତ … Continue reading ଚନ୍ଦ୍ରଶେଖରପୁରରେ ନାଇଟ୍‌ କର୍ଫ୍ୟୁକୁ ଫୁ’: ପୁଲିସ ମୁଖ୍ୟ ରାସ୍ତାରେ, ଗଳିକନ୍ଦିରେ ଅମାନିଆଙ୍କ ଉତ୍ପାତ